Odia (233)
Tutor Marked Assignment
20% Marks Of Theory
อญ - ୧ ନିମ୍ନଲିଖିତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୪୦ ରୁ ୬୦ ଶବ୍ଦ ମଧ୍ଯରେ ଲେଖ|
କ) ସ୍ବାଧ ସ୍ବାଧୀନତା ଆନ୍ଦୋଳନରେ ଲକ୍ଷ୍ମଣ ନାଏକଙ୍କ ଭୂମିକା ଅନ୍ୟାନ୍ୟ ଆଦିବାସୀ ବିପ୍ଳବୀ ମାନଙ୍କଠାରୁ କିପରି ଭିନ୍ନ ଥୁଲା ତାହା ଉଲ୍ଲେଖ କର|
(গ) ବେଣୁଧର କେବେ ଓ କିପରି ଭାବେ ସାହାଯ୍ୟ କେନ୍ଦ୍ରରେ ଯାଇ ପହଞ୍ଚିବ ବୋଲି ମନେ ମନେ ଭାବେ?
ପ୍ରଶ୍ନ - ୨ ଯେ କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୪୦ ରୁ ୬୦ ଶବ୍ଦ ମଧ୍ୟରେ ଲେଖ|
(କ) କବିଙ୍କ ଦୃଷ୍ଟିରେ ସୁଖର ସଂଜ୍ଞା କ'ଣ?
(ଖ) ନାରୀଶିକ୍ଷା ସହିତ ରେବତୀ ଗଳ୍ପର ସମନ୍ବୟ କିପରି ରହିଛି, ଆକଳନକର|
ପ୍ରଶ୍ନ - ୩ ଯେ କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୪୦ ରୁ ୬୦ ଶବ୍ଦ ମଧ୍ଯରେ ଲେଖ|
(କ) ବିଶ୍ବର କଲ୍ୟାଣ ପାଇଁ କବି କିପରି ନିଜକୁ ଉତ୍ସର୍ଗ କରିଛନ୍ତି, ବର୍ଦ୍ଧନା କର|
(ଖ) ସତ୍ୟ ଓ ଧର୍ମର ପରୀକ୍ଷାରେ ଯୁଧୁଷ୍ଠିର କିପରି ଉତ୍ତୀର୍ଣ୍ଣ ହୋଇଛନ୍ତି, ଉଲ୍ଲେଖ କର|
ପ୍ରଶ୍ନ - ୪ ଯେ କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୧୦୦ ରୁ ୧୫୦ ଶବ୍ଦ ମଧ୍ୟରେ ଲେଖ|
(କ) ଆଚାର୍ଯ୍ୟ ହରିହରଙ୍କର ମହନୀୟତା 'ଆଚାର୍ଯ୍ୟୋ ଥିଲେ ବୋଲି' ଗଳ୍ପରେ କିପରି ପ୍ରତିଫଳିତ ହୋଇ ଇଛି ତାହା ଆଲୋଚନା କର|
(ଖ) 'ଚିରଦିନ ଦୁଃଖ-ପ୍ରହାରେ ଜର୍ଜର, ପଟ୍ଟଶିଷ୍ୟ ମୁହିଁ ଦୁଃଖ-ଗୁରୁଙ୍କର' - କେଉଁ ପ୍ରସଙ୍ଗରେ ର କବି ଏହା ଉଲ୍ଲେଖ କରିଛନ୍ତି, ତାହା ବର୍ଣ୍ଣନା କର|
ପ୍ରଶ୍ନ - ୫ ଯେ କୌଣସି ଗୋଟିଏ ପ୍ରଶ୍ନର ଉତ୍ତର ପ୍ରାୟ ୧୦୦ ରୁ ୧୫୦ ଶବ୍ଦ ମଧ୍ୟରେ ଲେଖ|
(କ) 'ଲକ୍ଷ୍ମଣ ନାଏକଙ୍କ ଜୀବନୀ ଓ କୃତିତ୍ୱ ଅନନ୍ୟ ଅସାଧାରଣ' - ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କର|
(ଖ) 'ସମାଜ ପାଇଁ ନାରୀ ଶିକ୍ଷା ଜରୁରୀ' - ଏହା ରେବତୀ ଗଳ୍ପ ଅବଲମ୍ବନରେ ସମୀକ୍ଷା କର|
ପ୍ରଶ୍ନ - ୬ ଯେ କୌଣସି ଗୋଟିଏ ପ୍ରକଳ୍ପ ଅନୁନ୍ୟ ୫୦୦ ଶବ୍ଦ ମଧ୍ୟରେ ପ୍ରସ୍ତୁତ କର|
(କ) ଯୁଗେ ଯୁଗେ ସତ୍ୟ, ଧର୍ମ ଓ ନ୍ୟାୟର ବିଜୟ ହୋଇଛି| ଏହା ପୁରାଣ ଆଧାରରେ ବର୍ଣ୍ଣନା କର|
(ଖ) ବେଣୁଧର ଚରିତ୍ର ମାଧ୍ଯମରେ ଓଡ଼ିଆ ଜାତିର ସ୍ବାଭିମାନବୋଧ କିଭଳି ଚିତ୍ରିତ ହୋଇଛି, ତାହା ଉଲ୍ଲେଖ କର|